ଘରେ ବସି ରାସନକାର୍ଡ ସଂସୋଧନ କରନ୍ତୁ, ହେଲେ କେମିତି ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ।

ରାସନ କାର୍ଡ କିପରି ସଂଶୋଧନ କରିବେ? ଭୁବନେଶ୍ବର ୦୧-୦୭-୨୦୨୦ ଆପଣ ମାନେ ସମସ୍ତେ ରାସନ କାର୍ଡ଼ ବିଷୟରେ ଜାଣିଥିବେ ନିଶ୍ଚୟ। ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି ଏବଂ ସେଥିରେ କିଛି ତ୍ରୁଟି ରହିଛି ତାହେଲେ ତାକୁ ଠିକ କେମିତି କରିବେ, ରାସନ କାର୍ଡ଼ରେ କୌଣସି ନୂତନ ସଦସ୍ୟଙ୍କ ନାମ କୁ କେମିତି ଯୋଡ଼ିବେ ଏବଂ ରାସନ କାର୍ଡ଼ରେ କେଉଁ ମାନଙ୍କ ନାମ ଅଛି ତାକୁ କେମିତି ଦେଖିବେ ସେ ସବୁ ବିଷୟରେ ଆଜି ଆମେ … Continue reading ଘରେ ବସି ରାସନକାର୍ଡ ସଂସୋଧନ କରନ୍ତୁ, ହେଲେ କେମିତି ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ।